ଅପରାଧ ଓଡିଶା

ଅଭିଯୁକ୍ତଙ୍କ ଘରୁ ମିଳିଲା ବିପୁଳ ପରିମାଣ ଅସ୍ତ୍ରଶସ୍ତ୍ର

( ମମତା ସାମଲ) : ଜେଲ୍ରେ ଥିବା ଅଭିଯୁକ୍ତଙ୍କ ଘରୁ ମିଳିଲା ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର । ଏଥିରେ ବିପୁଳ ପରିମାଣରେ ଗୁଳି , ବନ୍ଧୁକ , ଜିଲୋଟିନ୍ ଓ ଡିଟୋନେଟର ରହିଛି । କିଛିଦିନ ପୂର୍ବରୁ ସମ୍ବଲପୁର ଅଂଚଳରେ ବେଆଇନ କୋରେକ୍ସ ବିକ୍ରି ଅଭିଯୋଗରେ ରଞ୍ଜନ ମହାରଣାଙ୍କୁ ଗରିଫ କରାଯାଇଥିଲା । ସେ ଏବେ ଜେଲ୍ରେ ଅଛି ।

Related posts

ନିମାପଡ଼ା ବ୍ଲକରେ ଖତ ଖାଉଛି ବସ୍ତା ବସ୍ତା ଚୁଡ଼ା

Report

ଜିଲ୍ଲା ଉନ୍ନୟନ ମୂଳକ କାର୍ୟ୍ୟକ୍ରମ କୁ ନେଇ ବୈଠକ

Report

ତିନି ଜଣ ଡକାୟତ ଗିରଫ

Report

Leave a Comment