( ମମତା ସାମଲ) : ଜେଲ୍ରେ ଥିବା ଅଭିଯୁକ୍ତଙ୍କ ଘରୁ ମିଳିଲା ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର । ଏଥିରେ ବିପୁଳ ପରିମାଣରେ ଗୁଳି , ବନ୍ଧୁକ , ଜିଲୋଟିନ୍ ଓ ଡିଟୋନେଟର ରହିଛି । କିଛିଦିନ ପୂର୍ବରୁ ସମ୍ବଲପୁର ଅଂଚଳରେ ବେଆଇନ କୋରେକ୍ସ ବିକ୍ରି ଅଭିଯୋଗରେ ରଞ୍ଜନ ମହାରଣାଙ୍କୁ ଗରିଫ କରାଯାଇଥିଲା । ସେ ଏବେ ଜେଲ୍ରେ ଅଛି ।