ଏହି ରାସ୍ତାରେ ଗାଡି ପାର୍କିଂ କଲେ ଗଣିବେ ତଣ୍ଡ

0

(ଆଦର୍ଶ ରାଉତ)ରିପୋର୍ଟସଟୁଡେ: ବେଆଇନ ପାର୍କିଂ କଲେ ଡବଲ ଫାଇନ । ରାଜଭବନ ଛକରୁ କଳାରାହଙ୍ଗ ଛକ,ଏୟାରପୋର୍ଟରୁ ନାଲକୋ ଛକ, ଶିଶୁଭବନ ଛକରୁ ବାଣୀବିହାର, ରସୁଲଗଡ ଛକରୁ ଜୟଦେବ ବିହାର , ଶ୍ରୀୟା ଛକରୁ ପି.ଏଚ.ଡି କାର୍ଯ୍ୟାଳୟ ଏବଂ ବାପୁଜୀନଗରକୁ ଗାଡି ଗଡିଲେ ଗଣିବେ ଫାଇନ । ଆଜି କମିସନରେଟ ପୋଲିସ ତରଫରୁ ସୂଚନା ଦିଆଯାଇଛି ।