Reporters Today
  • Home
  • ଓଡିଶା
  • ଗାନ୍ଧୀ ଜୟନ୍ତୀ ଅବସରରେ ଦାଣ୍ଡବୋଷ ଗାଁରେ ବିଜେଡ଼ିର ଜନସଂପର୍କ ପଦଯାତ୍ରା
ଓଡିଶା

ଗାନ୍ଧୀ ଜୟନ୍ତୀ ଅବସରରେ ଦାଣ୍ଡବୋଷ ଗାଁରେ ବିଜେଡ଼ିର ଜନସଂପର୍କ ପଦଯାତ୍ରା

(ସତ୍ୟନାରାୟଣ ପାଲ)ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ନିର୍ବାଚନମଣ୍ଡଳୀର ଦାଣ୍ଡବୋଷ ଗାଁରେ ବିଜୁ ଜନତା ଦଳର ଜନସଂପର୍କ ଯାତ୍ରା ଶୁଭାରମ୍ଭ ହୋଇଛି ।ଏଥିରେ ଶତାଧିକ ଦଳୀୟ କର୍ମି ପାରଂପାରିକ ବିଜୁଜନତା ଫ୍ଲାଗ ଧରି ଗାଁର ପ୍ରତ୍ୟେକ ଲୋକଙ୍କ ଘରକୁ ଯାଇ ସରକାରଙ୍କର ଯୋଜନା ,ସଭ୍ୟ ପଂଜୀକରଣ ଉପରେ ଲୋକଙ୍କୁ ବୁଝାଇଥିଲେ ।ନବିନ ସରକାରଙ୍କ ଯୋଗୁଁ ଆଜି ଓଡିଶା ସାରା ଭାରତରେ ଏକ ଉଦାହରଣ ପାଲଟିଛି ।ଏହି କାର୍ୟ୍ୟକ୍ରମରେ ମାନ୍ୟବର ରାଜସ୍ୱମନ୍ତ୍ରୀ ସୁଦାମ ମାରାଣ୍ଡି, ରାଇରଙ୍ଗପୁର ପୂର୍ବତନ ବିଧାୟକ ସାହିବା ସୁଶିଲ ହାଁସଦା,ପାର୍ଥ ସାରଥୀ କବି,ଜଲେନ ବାର୍ଦା,ରତିକାନ୍ତ ପରୀକ୍ଷା ,ଗଣେଶ ମିଶ୍ର,ବିକାଶ ମହାନ୍ତ,ଡୁମକା ହେମ୍ଭ୍ରମ ,ତନୁଜା ମହାନ୍ତ ପ୍ରମୁଖ ବହୁ ନେତୃବୃନ୍ଦ ପଦଯାତ୍ରାରେ ସାମିଲ ହୋଇଥିଲେ। ସମସ୍ତେ ଏକତ୍ର ହୋଇ ନବିନ ସରକାରଙ୍କୁ ହାତମୁଠାକୁ ଟାଣ କରିବା ପାଇଁ ଦଳୀୟ କର୍ମିଙ୍କୁ ମାନ୍ୟବର ମନ୍ତ୍ରୀ ବୁଝାଇଥିଲେ ।

Related posts

ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର

Report

ବିଜୁ ଯୁବ ବାହିନୀର ଫୂଟବଲ ମ୍ୟାଚ ଅନୁଷ୍ଠିତ

Report

ଆବାସ ଯୋଜନା କାହାପାଇଁ

Report

Leave a Comment