ଜଗଦୀପ ଧନଖଡ଼ ହେଲେ ଉପରାଷ୍ଟ୍ରପତି

0

ନୂଆଦିଲ୍ଲୀ :ଆଜିଥିଲା ଉପରାଷ୍ଟ୍ରପତି ନିର୍ବାଚନ |ଏହି ନିର୍ବାଚନରେ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଜଗଦୀପ ଧନଖଡ଼ |ଜଗଦୀପ ଧନଖଡ଼ ମିଳିଛି ୫୨୮ଖଣ୍ଡ ଭୋଟ | ସେହିପରି ମାର୍ଗାରେଟ ଆଲଭାଙ୍କୁ  ୧୮୨ଖଣ୍ଡ ଭୋଟ ମିଳିଛି | ମିଳିତ ବିରୋଧୀ ପାର୍ଥି ମାର୍ଗାରେଟ ଆଲଭାଙ୍କୁ ହରାଇଲେ ଜଗଦୀପ ଧନଖଡ଼ |