ତହସିଲ କାର୍ଯ୍ୟାଳୟ ପରିସ୍ରାଗାରାରେ ତାଲା

0

(ଓମ୍ ପ୍ରକାଶ ମିଶ୍ର / ସୋନପୁର) ; ପରିଶ୍ରାଗାରରେ ପଡିଛି ତାଲା, ସୋନପୁର ଜିଲ୍ଲା ବୀରମହାରାଜପୁର ତହସିଲ କାର୍ୟ୍ୟାଳୟ ପରିସରରେ ଥିବା ପରିଶ୍ରାଗାର ନିର୍ମାଣ ଦିନ ଠାରୁ ସର୍ବଦା ତାଲା ଝୁଲୁଥିବା ଜନସାଧାରଣ ଅଭିଯୋଗ କରିଛନ୍ତି । ଏଠାକାର କାର୍ୟ୍ୟରତ କର୍ମଚାରୀ ଓ ବିଭିନ୍ନ ଜମିବାଡ଼ି ପାଇଁ ଆସିଥିବା ଲୋକେ ପରିଶ୍ରାଗାରରେ ତାଲା ପଡିଥିଲା ଯୋଗୁଁ ପରିଶ୍ରା ପାଇଁ ଅନେକ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି ତୁରନ୍ତ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବିହେଉଛି ।