(କଳ୍ପତରୁ ଜେନା /ଭୁବନ): ସ୍କୁଲ୍ ଲାଟିନ୍ ଘରୁ ନବଜାତ ଶିଶୁ ଉଦ୍ଧାର। ଲୋକଲଜ୍ୟାକୁ ଡରି ନବଜାତ ଶିଶୁକୁ ଫିଙ୍ଗିଦେଲା କୁମାରୀ ମା। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ଓଡିଶ ପଞ୍ଚାୟତ ବର୍ଣ୍ଣାଳୀ ଗାଁରେ।
ତେବେ ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ସ୍ବାସ୍ଥ୍ୟକର୍ମୀ ଓ ପୋଲିସ୍ ପହଞ୍ଚି ଶିଶୁଟିକୁ ଉଦ୍ଧାର କରିଛନ୍ତି । ତେବେ ଏହି ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ, ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ୍।
previous post