ନୀଳାଚଳ ଇସ୍ପାତ ନିଗମ ଘରୋଇକରଣକୁ ନେଇ ବର୍ଷିଲେ ଶ୍ରୀକାନ୍ତ ଜେନା

0

(ମୃତ୍ୟୁଞ୍ଜୟ /ରିପୋଟରର୍ସ ଟୁଡ଼େ) : ନୀଳାଚଳ ଇସ୍ପାତ ନିଗମ ଘରୋଇକରଣ କୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଶ୍ରୀକାନ୍ତ ଜେନା . ଏହା ବେବି ଅଫ ଇପିକଲ. ୨୦୧୩ ରେ ତାକୁ କ୍ୟାପଟିଭ ଆଇରନ ଦିଆଯାଇଥିଲା. କିନ୍ତୁ ନରେନ୍ଦ୍ର ମୋଦୀ ଆସିବା ପରେ କିଛି ଦିଆଗଲାନି. ଘରୋଇ ପୁଞ୍ଜିପତ୍ତିଙ୍କୁ ଅନୁକମ୍ପା ଦେଖେଇବା ପାଇଁ ଉଦ୍ୟମ କରିଥିଲେ ।. ଏ ପ୍ଳାଣ୍ଟ ପ୍ରତିବର୍ଷ ହଜାରେ କୋଟି ଟଙ୍କାର ଲାଭ କରିବ. ଘଟଣାରେ କଂଗ୍ରେସ ଚୁପ୍ ରହିବା ଏହା ଏକ ନିନ୍ଧନୟ ବୋଲି କହିଥିଲେ । ଆଜି ପର୍ୟ୍ୟନ୍ତ ବଜାର ଦରରେ ମାଇନ୍ସ କିଣୁଛି ନିଳାଚଳ ଇସ୍ପାତ. ଏ ଘଟଣାକୁ ନେଇ ଲୋକଙ୍କ ପାଖକୁ ଯିବ ସାମାଜିକ ନ୍ୟାୟ ଅଭିଯାନ. ନିଳାଚଳ ଇସ୍ପାତ କୁ ଯିଏ କିଣିବାକୁ ଆସିବ ତାକୁ ଘୋର ବିରୋଧ କରାଯିବ ବୋଲି କହିଛନ୍ତି ବରିଷ୍ଠନେତା ଶ୍ରୀକାନ୍ତ ଜେନା ।