ନୂଆପଡାକୁ ପଶି ଆସିଲେ ୨୮ଟି ହାତୀପଲ

0

(ମମତା ସାମଲ)ରିପୋର୍ଟସଟୁଡେ: ସୁନାବେଡା ଅଞ୍ଚଳକୁ ପଶି ଆସିଥିଲେ ୨୮ଟି ହାତୀ ପଲ । ସୁନାବେଡା ଅଞ୍ଚଳର ପଏଁରା ଓ ଅନୁପଗଡ ଗାଁ ନିକଟରେ ଏହି ହାତୀମାନେ ଆସ୍ଥାନ ଜମାଇଛନ୍ତି । ହାତୀମାନେ ଗାଁରେ ପଶି କଦଳୀ ଚାଷକୁ ବ୍ୟାପକ ମାତ୍ରାରେ ନଷ୍ଟ କରିବା ସୂଚନା ମିଳିଛି । ବନ ବିଭାଗର କର୍ମଚାରୀ ହାତୀପଲ ଉପରେ ନଜର ରଖିଛନ୍ତି । ଏହି ହାତୀପଲ ବଲାଙ୍ଗିର ଜିଲ୍ଲାରୁ ନୂଆପଡାକୁ ଆସିଥିବା ଜଣାପଡିଛି ।