ପରଜଙ୍ଗ ମହାବିଦ୍ୟାଳୟର ୩୯ ତମ ବାର୍ଷିକ ଆଥଲେଟିକ୍ ଉଦଘାଟିତ

0

(ସର୍ବେଶ୍ୱର ପାତ୍ର): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ମହାବିଦ୍ୟାଳୟ ରେ ୩୯ ତମ ବାର୍ଷିକ ଆଥେଲେଟିକ ୨୦୧୮-୧୯  ଉଦଘାଟିତ ହୋଇଯାଇଛି ା ଉଦଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ କଲେଜ ଅଧକ୍ଷ ଡା ସୁନୀଲ କୁମାର ରଥ, ସାମ୍ନାନିତ ଅତିଥି ଭାବେ ସନାତନ ଦାସ, ବିନୋଦ ଦାସ, ରଞ୍ଜନ ଗଡ଼ନାୟକ, ପ୍ରବୋଧ ରଥ, ସଚ୍ଚିତାନନ୍ଦ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଉଦ୍ଘାଟନ ଦିବସ ରେ ଦୌଡ, ଲଙ୍ଗ ଜମ୍ପ, ହାଇ ଜମ୍ପ, ଡ଼ିସକଶ ଥ୍ରୋ, ଯକ୍ଷବଲିଙ୍ଗ ଥ୍ରୋ, ପୁଟିଙ୍ଗ ସର୍ଟ ଆଦି ଖେଳ ଉଭୟ ଜୁନିଅର ଓ ସିନିଅର ବିଭାଗ ରେ ଅନୁଷ୍ଠିତ ହୋଇଥିଲା କ୍ଷ ଏହି କ୍ରୀଡା ଉତ୍ସବ ରେ କଲେଜ ର ୩୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଭାଗ ନେଇଥିଲେ