ପୁଣି ରାଜଧାନୀରୁ ବ୍ରାଉନ ସୁଗାର ଜବଦ

0

(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ) : ଆଜି ଲକ୍ଷ୍ମିସାଗର ଥାନା ପୋଲିସ ବିଶେଷ ସୁତ୍ରିରୁ ଖବର ପାଇ ଅପରାହ୍ନ ସମୟରେ କଟକ ରୋଡ଼ ସ୍ଥିତ ଯାର୍ତୀ ନିବାସରେ ଅଚାନକ ଚଢଉ କରିଥିଲା । ଏହି ଚଢଉରେ ଭଦ୍ରକ ଜିଲ୍ଲା ର ଧାମନଗର ଅଂଚଳର ଏକ ଯୁବକ ବେଣୁଧର ଦାସ ନାମକ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି । ଘଟଣା ସ୍ଥଳରୁ ଉକ୍ତ ଯୁବକଙ୍କଠାରୁ ଆଠ ଗ୍ରାମର ବ୍ରାଉନ ସୁଗାର ଏବଂ କିଛି ଟଙ୍କା ଜବଦ କରିଛି ପୋଲିସି ।