ବଳପୁର ପଞ୍ଚାୟତରୁ ପ୍ରାର୍ଥୀପତ୍ର ଦାଖଲ ଚାଲିଛି

0

ଗୋପ/ ଜୟନ୍ତ ସେଠୀ: ତ୍ରିସ୍ତରୀୟ ପଚଂ।ୟତ ନିର୍ଵାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକିୟାର ତୃତୀୟ ଦିନରେ ଆଜି ବିଭିନ୍ନ ପଚଂ।ୟତରେ ସରପଚଂ ଅ।ଶାୟୀ ପ୍ରାର୍ଥୀମାନେ ନାମଙ୍କନ ପତ୍ର ଦାଖଲ କରୁଛନ୍ତି । ସତ୍ୟବାଦୀ ବ୍ଲକ କାର୍ୟ୍ୟାଳୟରେ ସମିତି ସଭ୍ୟମାନେ ନାମାଙ୍କନ ପତ୍ର ଦାଖଲ କରୁଛନ୍ତି। ନିଜ ନିଜ ସମର୍ଥକମାନଙ୍କ ସହିତ କୋଭିଡ କଟକଣା ଭିତରେ ନାମଙ୍କନ ପତ୍ର ଦାଖଲ କରୁଛନ୍ତି ଆଶାୟୀ ପ୍ରାର୍ଥୀ । ତେବେ ସରପଞ୍ଚ ଆସନ ପାଇଁ ବଳପୁର ପଞ୍ଚାୟତରୁ ପ୍ରିୟଙ୍କା ପଣ୍ଡା ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।