Reporters Today
ଓଡିଶା

ବାଇକ କାର ଧକ୍କା

( ଭୁବନେଶ୍ୱର / ରିପୋର୍ଟସଟୁଡେ): ରାଉରକେଲାରୁ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ କାର ସହ ଧକ୍କା ହୋଇଛି । ରାଉରକେଲାର ସେକ୍ଟର ୨୦ରେ ଏହି ଘଟଣା ଘଟିଛି ।

ବାଇକ୍‌ର ଗତି ଏତେ ଥିଲା ଯେ କାରଟିର ଗୋଟିଏ ପଟ ସମ୍ପୂର୍ଣ୍ଣ ଚେପା ହୋଇଯାଇଥିଲା । ଏଥିରେ ବାଇକର ସାମ୍ନା ପଟ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଥିଲା । ବାଇକ ଚାଳକ ଗୁରୁତର ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ଆଇଜିଏଚ୍‌ରେ ଭର୍ତି କରାଯାଇଛି ।

Related posts

ଦୁଇ ସନ୍ତାନ ସହ ବାପାଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ

Report

ସହିଦ୍ ଯବାନଙ୍କ ନିମନ୍ତେ ଶୋଭାଯାତ୍ରା ଏବଂ ନିରବ ପ୍ରାର୍ଥନା

Report

ପଲ୍ଲିବିକାଶ ତରଫରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

Report

Leave a Comment