ବାପା ମୁକୁଳିଲେ ପୁୁଅ ରହିଗଲେ

0

(ଭୁବନେଶ୍ୱର) ; ମୁକୁଳିବେ ଅଭୟ ପାଠକ , ସମସ୍ତ ମାମଲାରେ ଜାମିନ ପାଇଥିିବାରୁ ଜାମିନ ସ୍ପଷ୍ଟ । ଅଭୟଙ୍କ ପାଇଁ ଲଢୁଥିବା ବରିଷ୍ଠ ଆଇନି ଜୀବିି ପୀତାମ୍ବର ଆଚାର୍ଯ୍ୟ ଙ୍କ ସୂଚନା , ମୋଟ ୩ଟି ମାମଲାରେ ପୂର୍ବରୁ ୨ଟି ମାମଲାରେ ଜାମିନ ପାଇଥିଲେ । ସମସ୍ତ ମାମଲାରେ ଜାମିିନ ପାଈଥିବା ରୁ ଜେଲରୁ ମୁକୁଳିବା ସ୍ଫଷ୍ଟ ଅଭୟଙ୍କୁ ଜାମିନ ମିଳିଥିଲେ ବି ପୁଅ ଆକାଶ ପାଠକଙ୍କୁ ଜାମିନ ମିଳିଲାନି । ଆକାଶଙ୍କ ନାଁ ର ଥିବା କ୍ରାଇମବ୍ରଞ୍ଚ ମାମଲାରେ ଜାମିନ ନା ମଞୁର ।