ବାବୁସାନଙ୍କୁ ନେଇ ବିଜେପିର ରୋଡ ସୋ

0

(ରଜନୀକାନ୍ତ ପାତ୍ର) ହିଂଜିଳି: ବିଜେପି ଷ୍ଟାର ପ୍ରଚାରକ ତନ୍ମୟ ମହାନ୍ତି ଓରଫ ବାବୁସାନଙ୍କୁ ନେଇ ଶନିବାର ବିଜେପି ତରଫରୁ ରୋଡ଼ ସୋ କରାଯାଇଛି । ଏହି ରୋଡ଼ ସୋରେ ହିଂଜିଳି ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ପିତାମ୍ବର ଆଚର୍ୟ୍ୟ , ଆସିକା ଲୋକ ସଭା ପ୍ରାର୍ଥିନୀ, ଅନେକ ବିଜେପି କର୍ମୀଙ୍କ ସହ ବାଇକ ରାଲି ହୋଇଛି । ହିଂଜିଳି ଅସ୍ଥାୟୀ ହେଲିପେଡ଼ରେ ଓହ୍ଲାଇ ହିଂଜିଳି ନିର୍ବାଚନ ମଣ୍ଡଳୀ ର ପୁଟୀକା ପଦର, ବାଳକୃଷ୍ଣ ପୁରୁ,ପାଟପୁରୁ,ଵେଲଗାଁ, ଗଣ୍ଡୁଳା,ଦୃବନ୍ଦ, ଦୟାପଲ୍ଲୀ,କଛୁଡୁ,ହୋଇ ହିଂଜିଳି ର ବାଇଛବନିଆ ନିକଟରେ ରୋଡ ସୋ ସମାପ୍ତ ହୋଇଥିଲା ।