ଗୋପ /ଜୟନ୍ତ ସଠେୀ :ସହିଦ ଭଗତ ସିଂ ଙ୍କ ପୁର୍ଣ୍ୟ ଜନ୍ମତିଥି ଅବସରରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ଲାଇଟ ହାଉସ ବେଳାଭୂମି ରେ ଭଗତ ସିଂ ଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି ଜ୍ଝ ଚଣ୍ଡିଗଡ ଏଆରପୋର୍ଟକୁ ସହିଦ ଭଗତ ସିଂ ଙ୍କ ନାମ ରେ ନାମିତ କରାଯାଉଛି । ଏହି ଅବସରରେ ପୁରୀ ବେଳାଭୂମି ରେ ୨୦ ଫୁଟ ଓସାର ବିଶିଷ୍ଟ ସହିଦ ଭଗତ ସିଂ ଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ . ଏହି ବାଲୁକା କଳାଟି ପ୍ରସ୍ତୁତ କରିବାକୁ ମାନସ ସାହୁ ଙ୍କୁ ୧୦ ଘଣ୍ଟା ସମୟ ଲାଗିଥିଲା ଏଥିରେ ସେ”A Tribute to Saheed Bhagat Singh ” ର ବାର୍ତ୍ତା ଦେଇଛନ୍ତି . ଏଥି ସହିତ ସହିଦ ଭଗତ ସିଂ ନିଜ ଜୀବନ କୁ ପାଣି ଛଡାଇ ଦେଶ ମାତୃକା ପାଇଁ ଲଢ଼ିଥିଲେ ସେହିପରି ଆମ ଦେଶ ର ଯବାନ ମାନେ ନିଜ ଜୀବନ କୁ ପାଣି ଛଡାଇ ଆମର ସୁରକ୍ଷା ପାଇଁ ଜୀବନ କୁ ବାଜି ଲଗାଉଛନ୍ତି ସେହି ବୀର ପୁରୁଷ ମାନଙ୍କୁ ସାଲ୍ୟୁଟ କରି ବାଲୁକା କଳା ମାଧ୍ୟ୍ୟମରେ ସେମାନଙ୍କୁ ସମ୍ମାନ ଜଣାଇଛନ୍ତି .