ଭାରତ ରାଜନୀତି

ମଉଳିଲା ପଦ୍ମ ଉଠିଲା ହାତ

(ରିପୋର୍ଟସ ଟୁଡେ) ରାଜସ୍ଥାନ ଏବଂ ଛତିଶଗଡ ପରେ ମଧ୍ୟପ୍ରଦେଶରେ ମଧ୍ୟ କରିସ୍ମା କଲା କଂଗ୍ରେସ । ପ୍ରାରମ୍ଭିକ ଟ୍ରେଣ୍ଡର ରିପୋର୍ଟ ଅନୁଯାୟୀ, ମଧ୍ୟପ୍ରଦେଶରେ ବିଜେପିକୁ ପଛରେ ପକାଇ ଆଗକୁ ବଢି ଚାଲିଛି କଂଗ୍ରେସ । ରିପୋର୍ଟ ଲେଖିବା ସମୟ ପର୍ୟ୍ୟନ୍ତ ମଧ୍ୟପ୍ରଦେଶରେ ବିଜେପିକୁ ୯୯ଟି ଆସନ ମିଳିଥିବା ବେଳେ କଂଗ୍ରେସ ୧୧୬ଟି ଆସନ ଅକ୍ତିଆର କରିସାରିଲାଣି । ସେହିପରି ଅନ୍ୟାନ୍ୟ ଦଳ ୧୫ଟି ଆସନ ଅକ୍ତିଆର କରିଥିବା ଜଣାପଡିଛି ।

Related posts

ଟ୍ରିପିଲ ତଲାକକୁ ବିଜେଡିର ସମର୍ଥନ

Report

ଭୁଷୁଡି ପଡିଲା ନିର୍ମାଣଧୀନ ୫ ମହଲା କୋଠା

Report

ବସ କଣ୍ଟେନର ମୁହାଁମୁହିଁ ଧକ୍କା: ୮ ମୃତ

Report

Leave a Comment