Reporters Today
ଜୀବନ ପ୍ରଣାଳୀ

ମନିପ୍ଳାଣ୍ଟ ର ଲାଭ ଉଠାନ୍ତୁ

(ରିପୋଟରର୍ସ ଟୁଡ଼େ ): ଘରକୁ ସୌନ୍ଦ୍ରର୍ଯ୍ୟମୟ କରିବା ପାଇଁ ଅଧିକାଂଶ ଲୋକ ନିଜ ଘରେ ବିଭିନ୍ନ ପ୍ରକାର ଗଛ ଲଗାଇଥାନ୍ତି । ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ଏଭଳି ଏକ ଗଛ ଅଛି ଯେଉଁଥିରେ ଘରର ସୁନ୍ଦରତା ବଢ଼ିବା ସହ ଆର୍ଥିକସ୍ଥିତି ମଧ୍ୟ ସ୍ବଚ୍ଛଳ ହେବ। ସେହି ଗଛଟି ହେଉଛି ‘ମନିପ୍ଲାଣ୍ଟ’। ତେବେ କେଉଁଭଳି ଉପାୟରେ ଆମେ ଏହି ଗଛରୁ ଲାଭ ଉଠାଇବା ସହ ନିଜର ଭାଗ୍ୟକୁ ମଧ୍ୟ ଚମକାଇପାରିବା ଆସନ୍ତୁ ଜାଣିବା।
୧. ମନିପ୍ଲାଣ୍ଟକୁ ସବୁବେଳେ ଘରର ଦକ୍ଷିଣ-ପୂର୍ବ କୋଣରେ ରଖିବା ଉଚିତ୍।
୨. ପଶ୍ଚିମ କିମ୍ବା ପୂର୍ବରେ ଥିବା ମନିପ୍ଲାଣ୍ଟକୁ ଏହି ଜୋନରୁ ହଟାଇ ଦିଅନ୍ତୁ। ଘରର ଏହି କୋଣରେ ମନିପ୍ଲାଣ୍ଟ ରଖିଲେ ମାନସିକ ଅଶାନ୍ତି ସହ ସମ୍ପର୍କରେ ତିକ୍ତତା ଆସିଥାଏ।
୩. ଆର୍ଥିକ ଅଭାବ ଅନାଟନ ଦୂର କରିବା ପାଇଁ ଟଙ୍କା ଶେପ୍ର ପତ୍ରକୁ ଦକ୍ଷିଣ-ପୂର୍ବ କୋଣରେ ଲଗାଇବା ଉଚିତ୍।

Related posts

ରୋଗ ଏବଂ ଆର୍ଥିକ ସମସ୍ୟାରୁ ରକ୍ଷା କରିବ ଘରେ ଥିବା ଏହି ପାଞ୍ଚ ଜିନିଷ

Report

ଅଣ୍ଡା ଗନ୍ଧ ବାସନରୁ ଛଡ଼ାଇବାର ସହଜ ଉପାୟ

Report

ଏହି ରାଶି ବ୍ୟକ୍ତି ମନରେ ରଖିଥାନ୍ତି ଅନେକ ଗୁପ୍ତକଥା

Report

Leave a Comment