ଭୁବନେଶ୍ୱର:କେନ୍ଦ୍ର ଓ ରାଜ୍ୟ ବିଜେପିର ଭିନ୍ନ ମତ । ରାଜ୍ୟ ବିଜେପି କହୁଛି ପୁରୁଣା ଯୋଜନାରେ ପେନସନ ମିଳୁ । କେନ୍ଦ୍ର କହୁଛି ନୂଆ ଯୋଜନାରେ ପେନସନ । ମାନେ ପେନସନ ମିଳିବ ନାହିଁ । ଏହା ନିରାଟ ସତ୍ୟ ଶିକ୍ଷାର ବିକାଶ ପାଇଁ UPA ସରକାର ବିଭିନ୍ନ ଯୋଜନା କରିଥିଲା । ସେଥିରୁ ଶିକ୍ଷକଙ୍କୁ ଦରମା ମିଳୁଥିଲା। ହେଲେ NDA ଆସି ସେ ସବୁ ବନ୍ଦ କରିଥିଲା ।