ସଡ଼କ ଦୁର୍ଘଟଣାରେ ମୃତ ପରିବାରଙ୍କୁ ବିଜେଡ଼ିର ସହାୟତା

0

(ସୂର୍ୟ୍ୟକାନ୍ତ ବେହେରା / ମାଲକାନଗିରି) ; ମାଲକାନଗିରି …ଏମ ଭି ୧୬ଗ୍ରାମ ନିକଟରେ ଏକ ଟାକ୍ଟର ସହ ଏକ ଟ୍ରକ ମଧ୍ୟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଥିଲା । ଟାକ୍ଟର ୬ଜଜଣ ସଦସ୍ୟଙ୍କ ମଧ୍ୟରୁ ତିନି ଜଣଙ୍କ ମୃତ୍ୟୁ ହୋଇଥିଲା । ଆଜି ମୁଖ୍ୟମନ୍ତ୍ରୀ ସେହି ଅଶହାୟ ମୃତ୍ୟୁ ପରିବାର ଲୋକ ମାନଙ୍କ ଦଶା କ୍ରିୟା ଓ ତୁରନ୍ତ ଅଭାବ ଦୁର ପାଇଁ ଆର୍ଥିକ ସାହାଯ୍ୟ ଆକାରରେ ୫୦୦୦୦ ଟଙ୍କା ସହାୟତାରାଶି ଘୋଷଣା କରିଥିଲେ ଓ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ ମାନ୍ୟବର ମନ୍ତ୍ରୀ ଶ୍ରୀ ମତୀ ପଦ୍ମୀନୀ ଦିଆନ ମାନ୍ୟବର ଵିଧାୟକ ଚିତ୍ରକୋଣ୍ଡା ଶ୍ରୀ ପୁର୍ଣ୍ଣଚନ୍ଦ୍ର ବାକା, ସ୍ଵତନ୍ତ୍ର ଵିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ମାନସ ମାଡକାମୀ, ଜିଲ୍ଲା କାର୍ୟ୍ୟକାରି ସଭାପତି ଶ୍ରୀ ଦୁର୍ଗା ପ୍ରସାଦ ତ୍ରିପାଠୀ ,ଜିଲ୍ଲା ଵରିଷ୍ଟ ଉପଦେଷ୍ଟା ଶ୍ରୀ ରାଜେନ୍ଦ୍ର କୁମାର ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଗୋପାଳ କୃଷ୍ଣ ପଣ୍ଡା, ଜିଲ୍ଲା ସାଙ୍ଗଠନିକ ସମ୍ପଦକ ଶ୍ରୀ ନୃସିଂହ ଚରଣ ମହାନ୍ତି ,ଯୁଵ ସଭାପତି ଶ୍ରୀ ଆଡମା ରାଵା ,ଛାତ୍ର ସଭାପତି ଶ୍ରୀ ତାପସ ରଞ୍ଜନ ନାୟକ, ଯୁଵନେତା ଶିବ ତ୍ରିପାଠୀ, ସ୍ଥାନୀୟ ନେତୃମଣ୍ଡଳୀ ଉପସ୍ଥିତ ରହି ସମସ୍ତ ମୃତକ ପରିବାରଙ୍କୁ ସହାୟତା ରାଶି ପ୍ରଦାନ କରି ଥିଲେ । ଜିଲ୍ଲା ଵାସି ଏହି ମହାନ କାମ ପାଇଁ ମୁଖ୍ୟମର୍ନ୍ତୀଙ୍କ ପ୍ରତି ଖୁସି ଵ୍ୟକ୍ତ କରିବା ସହ ଵହୁତ ଧନ୍ୟବାଦ ଜଣାଇଥିଲେ ।