ସରସ୍ୱତି ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ

0

(ସର୍ବେଶ୍ୱର ପାତ୍ର ): ଢେଙ୍କାନାଳ ଜିଲ୍ଲା ସରାଙ୍ଗ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ବାର୍ଷିକ ଖେଳ କୁଦ ସମାରୋହ ଅନୁଷ୍ଠିତ ହୋଇଯାଇଛି କ୍ଷ ଏହି କାର୍ୟ୍ୟକ୍ରମ ରେ ଅତିଥି ଭାବେ ବିଦ୍ୟାଧର ସାହୁ, କ୍ରୀଡା ଶିକ୍ଷକ ରଂଜନୀ କାନ୍ତ ମିଶ୍ର, ସ୍କୁଲ ର ସଭାପତି ରମେଶ ମହାନ୍ତି, ସମ୍ପାଦକ ଗୋକୁଳ ଚନ୍ଦ୍ର ମହାଳିକ, ପ୍ରଧାନ ଆଚାର୍ୟ୍ୟ ପ୍ରଶାନ୍ତ ଦେହୁରୀ ପ୍ରମୁଖ ଯୋଗ ଦେଇଥିଲେ କ୍ଷ ୨ ଦିନ ଧରି ଚାଲୁଥିବା ଏହି ଖେଳକୁଦ ସମାରୋହ ରେ ସ୍କୁଲ ର ୩ ଶହ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଭାଗ ନେଇଥିଲେ କ୍ଷ ଉଭୟ ଜୁନିଅର ଓ ସିନିଅର ବିଭାଗ ରେ ଦୌଡ, ଉଚ୍ଚ ଡିଆଁ, ଲମ୍ବ ଡିଆଁ, ଡିସ୍କସ ଥ୍ରୋ ଆଦି ଖେଳ ଅନୁଷ୍ଠିତ ହୋଇଥିଲା କ୍ଷ କୃତି ପ୍ରତିଯୋଗୀ ଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା