Reporters Today
ଓଡିଶା ରାଜନୀତି

ସାମ୍ବାଦିକରୁ ରାଜନେତା ………

(ସୁeଜିତþ ଧଳ) : ସାମ୍ବାଦିକରୁ ରାଜନେତା ସାଜିବେ ଆଗ ଧାଡିର ବରିଷ୍ଠ ସାମ୍ବାଦିକ ସତ୍ୟନାୟକ । ଏପରି କିଛି କଥା ରାଜନୀତି ମହଲରେ ଚର୍ଚ୍ଚା ଚାଲିଛି । ସାମ୍ବାଦିକତା ଦୁନିଆରେ ବେଶ୍ ପରିଚିତ ଚେହେରା ସତ୍ୟ ନାୟକ ରାଜନୀତିରେ ମିଶିବାକୁ ନେଇ ସବୁ ମହଲରେ ଟପୁରୁ ଟପର ଆରମ୍ଭ ହୋଇଗଲାଣି । ତେବେ ସେ କଂଗ୍ରେସରେ ଯୋଗ ଦେବେ ବୋଲି ଶୁଣିବାକୁ ମିଳୁଛି ।
ସୂଚନାଯୋଗ୍ୟ , ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ଆଗାମୀ ଓଡିଶା ଗସ୍ତ ସମୟରେ ସତ୍ୟ ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହେବେ କଥା ରାଜନୀତି ମହଲରେ ଚର୍ଚ୍ଚା ଚାଲିଛି । । ତେବେ ଏନେଇ ଶ୍ରୀ ନାୟକ କୌଣସି ମତ ପ୍ରକାଶ କରିନାହାନ୍ତି । ସେପଟେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ସତ୍ୟ ପ୍ରକାଶକୁ ନିଜ ଦଳରେ ସାମିଲ କରିବାକୁ ଇଚ୍ଛା ପ୍ରକାଶ କରୁଥିବା ସୂଚନା ମିଳିଛି । ତେବେ ସତରେ କ’ଣ ରାଜନୀତିରେ ମିଶିବେ ସତ୍ୟ ନାୟକ ? ଏହାର ଉତର କେବଳ ସତ୍ୟଙ୍କ ପାଖେ ।

Related posts

ପାରାଦୀପ ମାଛଧରା ବନ୍ଦରରେ ରାଜ୍ୟ ମତ୍ସ୍ୟ ବିଭାଗ କମିଶନର

Report

ନୀଳାଚଳ ଇସ୍ପାତ ନିଗମ ଘରୋଇକରଣକୁ ନେଇ ବର୍ଷିଲେ ଶ୍ରୀକାନ୍ତ ଜେନା

Report

ନିଯୁକ୍ତି ବନ୍ଦ ନିଷ୍ପତ୍ତି ଧର୍ମକୁ ଆଖି ଠାର: ଗୋଲକ

Report

Leave a Comment