ସୂର୍ଯ୍ୟପରାଗ : କେଉଁଠି ଓ କେତେ ସମୟ ହେବ ଦୃଶ୍ୟମାନ ?

0

(ବ୍ୟୁରୋ): ଆକାଶରେ ଦେଖାଯିବ ମହାଜାଗତିକ ଦୃଶ୍ୟ । ଅପରାହ୍ନରେ ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ ଦେଖିବାକୁ ମିଳିବ । ଓଡିଶାରେ କେଉଁଠି ଓ କେତେ ସମୟ ହେବ ଦୃଶ୍ୟମାନ ?

ଦେଖାଯିବ)

– କନ୍ଧମାଳ – ୪.୫୫ ରୁ ୫.୨୩ (୨୮ମିନିଟ୍ ଦେଖାଯିବ)

– ସମ୍ବଲପୁର – ୪.୫୨ ରୁ ୫.୨୦ (୨୮ମିନିଟ୍ ଦେଖାଯିବ)

– ରାୟଗଡା – ୪.୫୭ ରୁ ୫.୨୬ (୨୯ମିନିଟ୍ ଦେଖାଯିବ)

– ବରଗଡ – ୪.୫୨ରୁ ୫.୨୨ (୩୦ମିନିଟ୍ ଦେଖାଯିବ)

– ସୋନପୁର – ୪.୫୪ ରୁ ୫.୨୪ (୩୦ମିନିଟ୍ ଦେଖାଯିବ)

– ଝାରସୁଗୁଡା – ୪.୫୧ରୁ ୫.୨୧ (୩୦ମିନିଟ୍ ଦେଖାଯିବ)

– ସୁନ୍ଦରଗଡ – ୪.୫୦ ରୁ ୫.୨୧ (୩୧ମିନିଟ୍ ଦେଖାଯିବ)

– କୋରାପୁଟ – ୪.୫୮ ରୁ ୫.୨୯ (୩୧ମିନିଟ୍ ଦେଖାଯିବ)

– ବଲାଙ୍ଗିର – ୪.୫୩ ରୁ ୫.୨୫ (୩୧ମିନିଟ୍ ଦେଖାଯିବ)

– ମାଲକାନାଗିରି – ୪.୫୯ ରୁ ୫.୩୩ (୩୪ମିନିଟ୍ ଦେଖାଯିବ)

– ନବରଙ୍ଗପୁର – ୪.୫୭ ରୁ ୫.୩୧ (୩୪ମିନିଟ୍ ଦେଖାଯିବ)

– ନୂଆପଡା – ୪.୫୨ ରୁ ୫.୨୮ (୩୬ମିନିଟ୍ ଦେଖାଯିବ)

– ସବୁଠାରୁ କମ୍ ସମୟ ପାଇଁ କେନ୍ଦ୍ରାପଡାରେ ସୂର୍ଯ୍ୟପରାଗ ଦୃଶ୍ୟମାନ

– ନୂଆପଡାରେ ସବୁଠାରୁ ଅଧିକ ୩୬ ମିନିଟ୍ ପାଇଁ ହେବ ଦୃଶ୍ୟମାନ