ସ୍ୱାମୀ ନ ଥିବାର ସୁଯୋଗ ନେଇ ସ୍ତିକୁ ବଳର୍ତକାର

0

(ସାଲେପୁର/ତାରାକାନ୍ତ ନାୟକ) : ଗତ ୨୫ରିଖ ବିଳମ୍ବିତ ରାତିରେ କଟକଜିଲ୍ଲା ମାହାଙ୍ଗା ଥାନା ପୋଡ଼ାମରାଇ ପଂଚାୟତ ସିଧୁପୁର ଗାଁର ଘଟିଛି ଏକ ଲଜ୍ୟାଜନକ ଘଟଣା । ଘରେ ସ୍ୱାମୀ ନ ଥିବାର ସୁଯୋଗ ନେଇ ଜଣେ ଶିକ୍ଷକ ମହିଳାଙ୍କୁ ବଳାତ୍କାର କରିଥିଲେ।ସ୍ୱାମୀ ଘରକୁ ଫେରି ଏଭଳି ଲଜ୍ୟା ଜନକ ଘଟଣା ଜାଣିବା ପରେ ଅଭିଯୁକ୍ତ ଶିକ୍ଷକ ବିରୁଦ୍ଧର ମାହାଙ୍ଗା ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି ପୀଡିତା ମହିଳା। ଏଭଳିସଙ୍ଗୀନଅଭିଯୋଗ ସତ୍ୱେ ଅଭଯୁକ୍ତ ଶିକ୍ଷକର ପୋଲିସ ଟେର ପାଉନି। ପୋଲିସ ପିଡିତାଙ୍କୁ କି ନ୍ୟାୟ ଦେଉଛି ଫେରାର ଅଭିଯୁକ୍ତ ଶିକ୍ଷକକୁ କେବେ ଗିରଫ କରୁଛି ସେ କଥା ଦେଖିବାକୁ ବାକିରହିଲା।