୨୪ ଘଣ୍ଟାରେ ଉଦ୍ଧାର ହେଲେ ୩୦୦୦ ଭାରତୀୟ

0

ୟୁକ୍ରେନ : ୟୁକ୍ରେନ ଯୁଦ୍ଧ ଭୂମିରୁ ବଞ୍ଚିଜାଇଛି ୩୦୦୦ ଭାରତିୟଙ୍କ ଜୀବନ । ୨୪ ଘଣ୍ଟାର ଅପରେସନ ପରେ ୟୁକ୍ରେନରୁ ଫେରିଆସିଛନ୍ତି ଭାରତୀୟ ଛାତ୍ର । ଏପରି ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ୧୫ଟି ବିମାନ ସାହାଜ୍ୟରେ କରାଯାଇଛି ଉଦ୍ଧାର କାର୍ଯ୍ୟ । ଅପରେସନ ଗଙ୍ଗା ସାହାଯ୍ୟରେ ୧୮୦୦୦ ଭାରତିୟଙ୍କୁ ଉଦ୍ଧାର କରାଯାଇଛି ।