୧୭ ଲିଟର ମଦ ଜବତ, ଜଣେ ଗିରଫ

0

ସୁବର୍ଣ୍ଣପୁର : ୧୭ ଲିଟର ମଦ ଜବତ, ଜଣେ ଗିରଫ। ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଅବକାରୀ ଥାନା ଓ ଜିଲ୍ଲା ମୋବାଇଲ ସ୍ପାଡ଼ ପକ୍ଷରୁ କୌଡ଼ିଆ ମୁଣ୍ଡା ଗ୍ରାମର କେନାଲ ଛକ ଠାରେ ଥିବା ଜଳଖିଆ ଦୋକାନରେ ଚଢ଼ଉ ୧୩,ଦ ୩୦୦ ଲିଟର ବିୟର ଓ ୪.୩୨୦ ଲିଟର ବିଦେଶୀ ମଦ ଜବତ କରାଯାଇଛି।ଏହି ମାମଲାରେ ଦୋକାନୀ ସୁଜିତ ପୃଷ୍ଟିଙ୍କୁ ଗିରଫ କରାଯାଇଥିବା ବିନିକା ଅବକାରୀ ଥାନା ଓ ଆଇସି ଗୋବର୍ଦ୍ଧନରଣା ପ୍ରକାଶ କରିଛନ୍ତି।

ଏହି ଚଢ଼ାଉରେ ଏଏସ୍ଆଇକୀର୍ତ୍ତ ନନା ଏକ, ଭେଙ୍କ ଟରମଣ, ପ୍ରଶାନ୍ତପରିଡ଼ା, ପିଙ୍କୁ ସାହୁ ଓ ମମତା ବାଗ ସାମିଲ ଥିଲେ। ସରପଞ୍ଚ ଅଶୋକ ପୃଷ୍ଟି ଶଙ୍କରା ପଞ୍ଚାୟତ କୁମଦ ମୁକ୍ତ ପଞ୍ଚାୟତ କରିବା ପାଇଁ ପଞ୍ଚାୟତ ପ୍ରସ୍ତାବିତ ଚିଠି ତାରିଖରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଥିଲେ।ଏହା ସହ ଗ୍ରାମମାନଙ୍କରେ ମଦ ବିକ୍ରି କିମ୍ବା ମଦପିଇ ଗ୍ରାମରେ ଝଗଡ଼ା ନ କରିବାକୁ ଜନସାଧାରଣଙ୍କୁ ସରପଞ୍ଚ ନିବେଦନ କରିଥିଲେ। ତା’ର କିଛି ଦିନପରେ ଏତେ ମାତ୍ରାରେ ଗୋଟିଏ ଜଳଖିଆ ହାରି ବାଜନ ସାଧାରଣ ଲୋକଙ୍କୁ ବିସ୍ମିତ କରିଛି।