୨ଚୋରା ମଦ ବେପାରୀ ଗିରଫ 

0

ହିଞ୍ଜିଳି/ରଜୀକାନ୍ତ ପାତ୍ର: ହିଞ୍ଜିଳି ଥାନା ଆଡପଡା ଫାଣ୍ଡି ଅନ୍ତର୍ଗତ ପେଣ୍ଡରାଲୁଣ୍ଡି ଗ୍ରାମରେ ଚୋରା ମଦ କାରବାର ଚାଲୁଥିବା ବେଳେ ପୁଲିସ ଚଢ଼ାଉ କରିଛି । ଚଢ଼ାଉରେ ୨ବେପାରୀଙ୍କୁ ଗିରଫ କରିବା ୯.୬ଲିଟର ବିଦେଶୀ ମଦ ଜବତ କରାଯାଇଛି । ପୁଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅଭିମନ୍ୟୁ ଦାସ ସୂଚନା ଦେଇଛନ୍ତି ।