ଗତ ୨୪ ଘଣ୍ଟା ଭିତରେ ୨୦୮୫ କରୋନା ସଂକ୍ରମିତ ଚିହ୍ନଟ
କରୋନା ସଂକ୍ରମଣ କମୁଥିବାରୁ ସରକାର ମଧ୍ୟ ଆକ୍ରାନ୍ତଙ୍କ ଚିହ୍ନଟ ପ୍ରକ୍ରିୟାକୁ ଆହୁରି ଜୋରଦାର କରିଛନ୍ତି । ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ଆଉ ୨୦୮୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
(ଭୁବନେଶ୍ୱର) : କରୋନା ସଂକ୍ରମଣ କମୁଥିବାରୁ ସରକାର ମଧ୍ୟ ଆକ୍ରାନ୍ତଙ୍କ ଚିହ୍ନଟ ପ୍ରକ୍ରିୟାକୁ ଆହୁରି ଜୋରଦାର କରିଛନ୍ତି । ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ଆଉ ୨୦୮୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧୯୮ କ୍ଵାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୮୮୭ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୫୮ ହଜାର ୦୫୯ ଜଣବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି। ତେବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରୁ କେତେ ସଂକ୍ରମିତ :-
6. Boudh: 3
7. Cuttack: 210
8. Deogarh: 4
9. Dhenkanal: 41
10. Gajapati: 19
11. Ganjam: 14
12. Jagatsinghpur: 108
13. Jajpur: 132
14. Jharsuguda: 2
15. Kalahandi: 10
16. Kandhamal: 18
17. Kendrapada: 94
18. Keonjhar: 24
19. Khurda: 528
20. Koraput: 16
21. Malkangiri: 19— I & PR Department, Odisha (@IPR_Odisha) July 20, 2021