ଆଇଗିନିଆରୁ ୨୩ ଲିଟର ବିଦେଶୀ ମଦ ଜବତ, ୩ ଗିରଫ

0

ଭୁବନେଶ୍ୱର: ଭରତପୁରରୁ ୨୩.୪ ଲିଟର ବିଦେଶୀ ମଦ ଜବତ କରିଛି ପୁଲିସ । ବୁଧବାର ସଂଧ୍ୟାରେ ପୁଲିସ ଭରତପୁର ଥ।।ନା ଅଧୀନ ଆଇଗିନିଆ ଆଳୁ ଗୋଦାମ ନିକଟରେ ଚଢାଉ କରି ଏହି ମଦ ଜବତ କରିଛି । ଏହି ଘଟଣାରେ ପୁଲିସ ଇନ୍ଦ୍ରଜୀତ ଯାଦବ ନାମକ ଯୁବକଙ୍କ ସମେତ ୨ ଜଣଙ୍କୁ ଗିରଫ କରିଛି । ଏହି୨୩.୪ ଲିଟର ମଦରେ ବିଭିନ୍ନ ବ୍ରାଣ୍ଡର ମଦ ଜବତ କରାଯାଇଛି ।