ଓଡ଼ିଶାରେ ବେଦାନ୍ତ ନିବେଶ କରିବ ୨୫ ହଜାର କୋଟି

0

ଭୁବନେଶ୍ୱର : ଆଗାମୀ ଦିନରେ ବେଦାନ୍ତ ନିବେଶ କରିବ ୨୫ ହଜାର କୋଟି ଟଙ୍କା । ଗତ ୨୨ ବର୍ଷ ମଧ୍ୟରେ ୮୦ ହଜାର କୋଟି ଟଙ୍କା ଖଟେଇଛି କମ୍ପାନୀ । ଯାହାକି ଆଉ କୌଣସି କମ୍ପାନୀ ଏତିକି ଅର୍ଥ ପୁଞ୍ଜି ନିବେଶ କରିନଥିବେ । ଡିଜିଟାଲ ୟୁନିଭରସିଟି କରିବା ହେଉଛି ବେଦାନ୍ତର ମୂଳ ଲକ୍ଷ୍ୟ । ପୁରୀରେ ଜଗନ୍ନାଥଙ୍କୁ ମଥା ଟେକିବି । ଯେତେବେଳେ ଜଗନ୍ନାଥଙ୍କ ଆଶୀର୍ବାଦ ମିଳିବ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ ।