ସମଲିଙ୍ଗୀ ବିବାହ ବନ୍ଧନରେ ବାନ୍ଧିହେଲେ ଦୁଇ ବିଶ୍ୱ ସୁନ୍ଦରୀ

0

ବ୍ୟୁରୋ : କୁହାଯାଏ ପ୍ରେମ ହେବାକୁ ହେଲେ ଯାତି ଧର୍ମ ବର୍ଣ୍ଣ କି ଲିଙ୍ଗ କିଛି ବାଧା ଦେଇପାରେନା । ସେ ସେଲିବ୍ରେଟି ହୁଅନ୍ତୁ କି ସାଧାରଣ ଲୋକ ଏବେ ସମଲିଙ୍ଗୀ ବିବାହ କରିବାକୁ ପସନ୍ଦ କରୁଛନ୍ତି । ବର୍ତ୍ତମାନ ସମୟରେ ସମଲିଙ୍ଗୀବିବାହକୁ ସମାଜ ମଧ୍ୟ ଧିରେ ଧିରେ ଗ୍ରହଣ କଲାଣି । ବହୁତ ସମୟରେ ଆପଣ ସମଲିଙ୍ଗୀ ବିବାହ କଥା ଶୁଣିଥିବେ ଆଉ ଦେଖିଥିବେ । ବଡ ବଡ ସେଲିବ୍ରେଟୀ ମଧ୍ୟ ସମଲିଙ୍ଗୀ ବିବାହ କରୁଛନ୍ତି । କିନ୍ତୁ ଏଠି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦୁଇ ବିଶ୍ୱ ସୁନ୍ଦରୀ ।