(ଆନ୍ଧ୍ରପ୍ରଦେଶ) : ତିରୁମାଲା ଭେଙ୍କେଟଶ୍ୱର ମନ୍ଦିରରେ ଦଳାଚକଟା ହୋଇଛି। ଆନ୍ଧ୍ରପ୍ରଦେଶର ତିରୁପତିରେ ଦଳଚକଟା। ଏଥିରେ ୩ ଜଣ ଗୁରୁତର ହୋଇଛନ୍ତି। ତେବେ ତିନି ଜଣ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ସ୍ଥିତି ସାମାନ୍ୟ ଥିବା ସେ କହିଛନ୍ତି।
Andhra Pradesh | At least three people were injured in a stampede-like situation at the Tirumala shrine in Tirupati.
A large crowd of pilgrims gathered at the ticket counter in the shrine to secure Sarvadarshan tickets, which led to the stampede-like situation. pic.twitter.com/aXcxGcCqrL
— ANI (@ANI) April 12, 2022
ତିରୁପତି ଭେଙ୍କେଟଶ୍ୱର ମନ୍ଦିରରରେ ୩ଟି ଟିକେଟ୍ କାଉଣ୍ଟରରେ ପ୍ରବଳ ଭିଡ ଜମିଥିଲା। ଏବଂ ଦଳଚକଟା ପରିସ୍ଥିତି ଆରମ୍ଭ ହୋଇଥିଲା।
ତିରପତିର ତିରୁମାଳା ଭେଙ୍କେଟଶ୍ୱର ମନ୍ଦିରରେ ସର୍ବଦର୍ଶନମ୍ ଟିକେଟ ସୁବିଧା ଜରିଆରେ ସମସ୍ତଙ୍କୁ ମାଗଣା ଦର୍ଶନ ମିଳିଥିାଏ। ତେବେ ଏଥିରେ ଶ୍ରଦ୍ଧାଳୁଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡେ। ମଗଣା ଦର୍ଶନ ସୁବିଧା ଯୋଗୁଁ ଏଠାରେ ପ୍ରାୟତଃ ପ୍ରତିଦିନ ଲମ୍ବା ଲାଇନ୍ ଲାଗେ। ସପ୍ତାହର ଭିନ୍ନ ଭିନ୍ନ ଦିନରେ ଏଠାରେ ସର୍ବଦର୍ଶନମ୍ର ସମୟରେ ମଧ୍ୟ ପରିବର୍ତ୍ତନ କରାଯାଏ।