Reporters Today
  • Home
  • ଓଡିଶା
  • ଟ୍ୟାଙ୍କର ଧକ୍କାରେ ୩ ଗୁରୁତ୍ତର ।
ଓଡିଶା

ଟ୍ୟାଙ୍କର ଧକ୍କାରେ ୩ ଗୁରୁତ୍ତର ।

(ଜଗନ୍ନାଥ ମହାନ୍ତି / କଟକ) ; କଟକ ଜଗତପୁର ପିରବଜାର ରେ ଭାରସାମ୍ୟ ହରାଇ ତେଲ ଟ୍ୟାଙ୍କର ଦୁର୍ଘଟଣା ଗସ୍ତ ହୋଇଛି। ଏହି ଦୁର୍ଘଟଣା ରେ ତିନିଜଣ ଗୁରୁତ୍ତର ଆହତ ହୋଇଥିବା ସୂଚନା ମିଳିଛି । ଟ୍ୟାଙ୍କର ଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଦୋକାନ ଘର ଉପରକୁ ଚଢ଼ି ଯାଇଥିଲା।ଦୋକାନ ରେ ଥିବା ୩ଜଣ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ କଟକ ଏସ ସି ବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳେ ପୋଲିସ ଅଗ୍ନିଶମ ବାହିନୀ ମୁତୟନ କରାଯାଇଛି।

Related posts

ମହାରଥୀଙ୍କ ଆଶୁ ଆରୋଗ୍ୟକାମନା କଲେ ମୁଖ୍ୟମନ୍ତ୍ରୀ

Report

ପ୍ରଜା ଆନ୍ଦୋଳରେ ଗୁରୁତ୍ୱ ବହନ କରିଥିବା ରାଜା ଉଆସ ଏବେ ଭୂତ କୋଠି

Report

ଆହୁରି ୨୪ ଘଣ୍ଟା ବର୍ଷିବ ତିତଲି

Report

Leave a Comment