ଡକ୍ଟର ଜି ମୁଭିର ୫ଟି ଖାସିୟତ ତଥ୍ୟ

0

ମୁମ୍ବାଇ: ଆଜି ରିଲିଜ ହୋଇସାରିଛି ଡକ୍ଟରଜି ଫିଲ୍ମ । ଆୟୁଷ ମାନ ଏବେ ଡକ୍ଟର ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମରେ ଆୟୁଷମାନଙ୍କ ସହ ମୁଖ୍ୟ ଭୂମିକାରେ ଅଛନ୍ତି ରାକୁଲପିତ ଓ ସେଫାଲି ସାହା । ଫ୍ୟାମିଲି ଏଣ୍ଟରଟେନର ଡକ୍ଟର ଭୂମିକାରେ ଦେଖାବାକୁ ମିଳିଛି ଆୟୁଷଙ୍କୁ । ତେବେ ଫିଲ୍କଟି ହସ ଦଙ୍ଗା ଓ ସାମାଜିକ ସମ୍ବନ୍ଧୀୟ ଡ୍ରାମାକୁ ନେଇ ହୋଇଛି । ତେବେ ଏହି ଫିଲ୍ମ ରେ ୫ଟି ଖାସିୟତ ରହିଛି ।

ପ୍ରଥମତଃ ମୁନା ଭାଇ ଏମବିବିଏସ ପରେ ମେଡିକାଲ୍ କମେଡି ଦେଖିବାକୁ ମିଳିନଥିଲା । ତେବେ ଏହି ମୁଭିଟି ସଂପୂର୍ଣ୍ଣ ଏକ ରୋମାଞ୍ଚକର ଡାକ୍ତରୀ କମେଡି, ତେବେ ଦ୍ୱିତୀୟରେ ଜେଣ୍ଡର ଗତିଶୀଳତାର ଏକ ନୂଆ ମୋଡ ରୂପ ଦେଇଛି ଏହି ମୁଭି । ତୃତୀୟତଃ ଏହି ଫିଲ୍ମରେ ସମସ୍ତ ନୂଆ ଲିଡ ଯୋଡି ରହିଛି । ଚତୁର୍ଥରେ ଟାଇଟାନ୍ସର ସଂଘର୍ଷ କଥା ଯୋଗ କରାଯାଇଛି । ଶେଷରେ ଏକ ମୁଖ୍ୟ ଭୂମିକା ରହିଛି ପ୍ରିୟମ ଶାହା କ୍ୟାରେକ୍ଟର ଭୂମିକା । ଏହି ଫିଲ୍ମଟି ଥିଏଟରକୁ ଯିବା ପରେ ଜାଣିପାରିବେ ଏହି ୫ଟି ଖାସିୟତ କଣ ।