୨୪ ଘଣ୍ଟାରେ ରାଜ୍ୟରୁ ୮୮୪୫ ନୂଆ ସଂକ୍ରମିତ ଚିନ୍ହଟ
ରାଜ୍ୟରେ ଦିନକୁ ଦିନ ସଂକ୍ରମଣ ସଂଖ୍ୟା ସମୁଦ୍ର ଲହରୀ ପରି ମାଡି ଚାଲିଛି ।
(ଭୁବନେଶ୍ୱର) : ରାଜ୍ୟରେ ଦିନକୁ ଦିନ ସମୁଦ୍ର ଲହରୀ ପରି ମାଡି ଚାଲିଛି କରୋନା ମିଟର । ୨୪ ଘଣ୍ଟାରେ ରାଜ୍ୟରୁ ୮୮୪୫ ନୂଆ ସଂକ୍ରମିତ ଚିନ୍ହଟ ହୋଇଛନ୍ତି । ଏଥିରେ ୧୮ ବର୍ଷରୁ କମ୍ ୯୨୭ ଜଣ ଅଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ୫୧୨୮ ଜଣ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୩୭୧୭ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୯୬୧୪୦ ଜଣକୁ ବୃଦ୍ଧି ପାଇଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୧୯୬୧୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୮୧୫୦ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୯୯୪୨୩ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି। ତେବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରୁ କେତେ ସଂକ୍ରମିତ ସଂଖ୍ୟା :-
7. Cuttack: 628
8. Deogarh: 55
9. Dhenkanal: 100
10. Gajapati: 92
11. Ganjam: 53
12. Jagatsinghpur: 180
13. Jajpur: 209
14. Jharsuguda: 144
15. Kalahandi: 239
16. Kandhamal: 109
17. Kendrapada: 92
18. Keonjhar: 110
19. Khurda: 2528
20. Koraput: 203
21. Malkangiri: 50— I & PR Department, Odisha (@IPR_Odisha) January 22, 2022