ବିରଳ ପ୍ରଜାତି ଥଣ୍ଟିଆ କୁମ୍ଭୀର ଛୁଆ ଉଦ୍ଧାର

ବିରଳ ପ୍ରଜାତି ଥଣ୍ଟିଆ କୁମ୍ଭୀର ଛୁଆ ଉଦ୍ଧାର । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକର ଅମେଇପାଳ ପଞ୍ଚାୟତର ସାମଯୋରୀ ନିକଟ ପାଇକା ନଦୀରୁ ଏହି ବିରଳ ପ୍ରଜାତିର ଥନଟିଆ କୁମ୍ଭୀର ଛୁଆକୁ ଉଦ୍ଧାର କରାଯାଇଛି ।

0

(କେନ୍ଦ୍ରାପଡା) : ବିରଳ ପ୍ରଜାତି ଥଣ୍ଟିଆ କୁମ୍ଭୀର ଛୁଆ ଉଦ୍ଧାର । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକର ଅମେଇପାଳ ପଞ୍ଚାୟତର ସାମଯୋରୀ ନିକଟ ପାଇକା ନଦୀରୁ ଏହି ବିରଳ ପ୍ରଜାତିର ଥନଟିଆ କୁମ୍ଭୀର ଛୁଆକୁ ଉଦ୍ଧାର କରାଯାଇଛି । ମାଛ ଧରିବା ବେଳେ ଜାଲରେ ଏହି କୁମ୍ଭୀର ଛୁଆଟି ପଡ଼ିଥିଲା। ମ୍ଭୀର ଛୁଆଟିର ସ୍ଵାସ୍ଥ୍ୟ ବିଭାଗ ଦ୍ଵାରା ପରିକ୍ଷା କରି ସୁରକ୍ଷିତ ସ୍ଥାନରେ ଛଡାଯିବ ବୋଲି ବନ ବିଭାଗ କହିଛି।

ସୂଚନାନୁଯାୟୀ, ଗତକାଲି ସନ୍ଧ୍ୟାରେ ସାମଯୋରି ଗାଁର ସିଟୁ ପାଇକା ନଦୀରେ ମାଛ ଧରୁଥିବା ବଳେ ତାଙ୍କ ଭଉଁରି ଜାଲରେ ଏହି କୁମ୍ଭୀର ଛୁଆଟି ପଡ଼ିଥିଲା। ଏହାକୁ ସ୍ଥାନୀୟ ଲୋକମାନେ ସୁରକ୍ଷିତ ଭାବେ ଉଦ୍ଧାର କରି ଜମ୍ବୁ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନ ବିଭାଗ ଆଜି ସାମଯୋରି ଗ୍ରାମକୁ ଯାଇ କୁମ୍ଭୀର ଛୁଆକୁ ଉଦ୍ଧାର କରିଛି । କୁ