କାକଟପୁର ବିଜେଡି କାଯ୍ୟଳୟ ରେ ସାମ୍ବାଦିକ ଓ ନେତା ହାତା ହାତି 

0

(ଜୟନ୍ତ କୁମାର ସସେଠୀ / ଗୋପ ) ; କାକଟପୁର ନିର୍ବାଚନ ମଣ୍ଡଳୀ ରେ ହେଉଥିବା ବିଜୁ ପ୍ରିମୀୟର ଲିଗ କ୍ରିକେଟ ଖେଳରେ ସାମ୍ବାଦିକ ଓ ନେତା ଙ୍କ ମଧ୍ୟରେ ହାତା ହାତି । ଧକା ଓ ମୁଥା ଖାଇଲେ କାକଟପୁର ଅଞ୍ଚଳର ଏକ ସାମ୍ବାଦିକ, ଗୋଇଠା ଖାଇବାରୁ ବି ବର୍ତ୍ତୀ ନାହାନ୍ତି ବିଜେଡି ଜିଲ୍ଲାପରିଷଦ ଅଧକ୍ଷ ।ଏଭଳି ଏକ ଘଟଣା ଯାହା ଏବେ କାକଟପୁର ଅଞ୍ଚଳ ରେ ଚର୍ଚ୍ଚାର ବିଷୟ ଜ୍ଝ ଦୃଶ୍ୟ ଅତି ମନୋରଞ୍ଜନ ଭିତ୍ତିକ । କିନ୍ତୁ ବାସ୍ତବରେ ଏହା ବହୁତ ଲଜ୍ୟାଜନକ ଘଟଣା କାକଟପୁର ଅଞ୍ଚଳ ପାଇଁ । ଏଠି ପ୍ରଶ୍ନ ଉଠିଛି କୋରନା ସମୟ ରେ କ୍ରିକେଟ ଖେଳ କଣ ପାଇଁ ହେଉଛି ? ଯେଉଁଠି ପ୍ରଶାସନ ମଠ ମନ୍ଦିରକୁ ବନ୍ଦ କରୁଛି ଏଠି କିଭଳି ଓ କାହିଁକି କିଏ ପ୍ରିମିୟର ଲିକ ଆରମ୍ଭ କରୁଛି ଜ୍ଝ ଜ୍ଝ ସେପଟେ ବିଜେଡି ଜିଲ୍ଲା ପରିଷଦ ଙ୍କ ଦାଦାଗିରି ପଦାରେ ପଡିଛି, ଗତ ୧୨ ତାରିଖରେ ମାଧ୍ୟ୍ୟ କାକଟପୁର ବାଙ୍ଗୁରୀଗାଁ ପଡିଆରେ ଜିଲ୍ଲା ପରିଷଦ ଅଦକ୍ଷ ଜୋର୍ତିମୟ ଏକ ଗଣ୍ଡଗୋଳ କରି ବିଜୁ ପ୍ରିମିୟର ଲିଗ ରେ ଚର୍ଚ୍ଚା କୁ ଆସିଥିଲେ