Reporters Today
  • Home
  • ଓଡିଶା
  • ରାଜସ୍ୱ ନିରୀକ୍ଷକଙ୍କୁ ବଦଳି ନ କରିବାକୁ ଦାବି ପତ୍ର
ଓଡିଶା

ରାଜସ୍ୱ ନିରୀକ୍ଷକଙ୍କୁ ବଦଳି ନ କରିବାକୁ ଦାବି ପତ୍ର

(ରଜନୀକାନ୍ତ / ହିଞିଳି) ; ଶେରଗଡ଼ ତହସିଲ ଅଧିନସ୍ଥ ନରେନ୍ଦ୍ରପୁର ରାଜସ୍ୱ ନିରୀକ୍ଷକ ବାବୁଲା ଦଳାଇଙ୍କୁ ଅନ୍ୟତ୍ର ବଦଳି ନ କରିବା ଦାବିରେ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ପାଞ୍ଚ ଖଣ୍ଡ ଗ୍ରାମର ଚାଷୀ ଏକ ଦାବି ପତ୍ର ତହସିଲଦାର ଡଃ ଦୟାସିନ୍ଧୁ ପରିଡାଙ୍କୁ ପ୍ରଦାନ କରିଛନ୍ତି। ରାଜସ୍ୱ ନିରୀକ୍ଷକ ଶ୍ରୀ ଦଳାଇ କୋଭିଡ ଚାଲିଥିବା ସମୟରେ ଚାଷୀମାନଙ୍କୁ ପରାମର୍ଶ ଦେଉଛନ୍ତି। ବିଦ୍ୟାର୍ଥୀଙ୍କ ଜାତିଗତ, ବାସସ୍ଥଳୀ ଓ ଆୟ ସମ୍ବନ୍ଧୀୟ ପ୍ରମାଣ ପତ୍ର ସଙ୍ଗେ ସଙ୍ଗେ କରିବା ସହ କାର୍ୟ୍ୟ ରେ ଅତି ଉତ୍ତମ ଭାବେ କରିବା ଓ ତାଙ୍କର କାର୍ୟ୍ୟ ଶୈଳୀ,ଆଚାର, ବ୍ୟବହାର ଅତ୍ୟନ୍ତ ଉଚ୍ଚ କୋଟିର କୌଣସି କାର୍ୟ୍ୟ ରେ ମତ ଭେଦ ନ ରଖି ସମସ୍ତଙ୍କୁ ସମାନ ଦୃଷ୍ଟି ରେ ରଖି କାର୍ୟ୍ୟ କରି ଆସୁଛନ୍ତି ବୋଲି ଗ୍ରାମ ବାସୀ କହିଛନ୍ତି।

Related posts

ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଧାରଣା

Report

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି

Report

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ

Report

Leave a Comment