ଟ୍ରେନ ଧକ୍କାରେ ରେଳ କର୍ମଚାରୀ ମୃତ

0

ଜଳେଶ୍ୱର(ରିପୋର୍ଟସ ଟୁଡେ) : ଟ୍ରେନ ଧକ୍କାରେ ରେଳ କର୍ମଚାରୀଙ୍କ ମୃତ୍ୟ । ଏଭଳି ଦୁଃଖଦ ଓ ଅଭାବନୀୟ ଘଟଣା ଘଟିଛି ଜଳେଶ୍ୱର ରେଳ ଷ୍ଟେସନରେ। ରେଳ କର୍ମଚାରୀ ଜଣକ ହେଉଛନ୍ତି ବାବୁଲାଲ ହେମ୍ବ୍ରମ ,ସେ ଦକ୍ଷିଣ- ପୂର୍ବ ରେଳପଥ ଅଧୀନରେ ଥିବା ଜଳେଶ୍ୱର ରେଳ ଷ୍ଟେସନରେ ସେକ୍ସନ ଇଞ୍ଜିନିୟର ସିଗନାଲ ବିଭାଗ କାର୍ୟ୍ୟ କରୁଥିଲେ। ତାଙ୍କ ମୃତୁରେ ରେଲବିଭାଗ କର୍ମଚାରୀ ଙ୍କ ଭିତରେ ଶୋକର ଛାୟା ଖେଳି ଯାଇଛି ।