ବ୍ୟାରେକେଡ ଭାଙ୍ଗି ବିମାନବନ୍ଦର ଭିତରକୁ ପଶିଗଲା କାର୍

0

ଭୁବନେଶ୍ୱର (ସରୋଜ ରାଉତ) ବ୍ୟାରେକେଡ ଭାଙ୍ଗି ବିମାନବନ୍ଦର ଭିତରକୁ ପଶିଗଲା କାର୍ । ଗତକାଲି ବିଳମ୍ବିତରେ କାର୍ ଟି ନବୀନ ନିବାସ ପଟୁ ଆସି ବ୍ୟାରିକେଟକୁ ଧକ୍କାଦେଇଥିଲା । ଫଳରେ କାର ଟି ଏୟାରପୋର୍ଟର କଥା ଭାଙ୍ଗି ବିମାନବନ୍ଦର ଭିତରକୁ ପଶିଯାଇଥିଲା । ଏହି ଦୁର୍ଘଟଣାରେ ସମ୍ପୂର୍ଣ୍ଣ ଭାବରେ କାରଟି ଚୁରମାର ହୋଇଯାଇଛଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛିି ।