୧୦ ରାଜ୍ୟରେ ଖୋଲା ହେଲା ମଦଦୋକାନ

ଦେଶରେ ଅନେକ ରାଜ୍ୟରେ କୋଭିଡ୍-୧୯ର ଦ୍ଵିତୀୟ ଲହରର ହ୍ରାସ ପାଇବା ମାତ୍ରେ ୧୦ ରାଜ୍ୟରେ ଖୋଲିଛି ମଦଦୋକାନ । ତେବେ ରାଜ୍ୟଗୁଡ଼ିକରେ

0

(ଦିଲ୍ଲୀ) : ଦେଶରେ ଅନେକ ରାଜ୍ୟରେ କୋଭିଡ୍-୧୯ର ଦ୍ଵିତୀୟ ଲହରର ହ୍ରାସ ପାଇବା ମାତ୍ରେ ୧୦ ରାଜ୍ୟରେ ଖୋଲିଛି ମଦଦୋକାନ । ତେବେ ରାଜ୍ୟଗୁଡ଼ିକରେ କଟକଣାରେ କୋହଳ ଦେବା ସହ ମଦ ବିକ୍ରି କରିବାକୁ ମଧ୍ୟ ଅନୁମତି ମିଳିଛି। ତେବେ ଆଉ କିଛି ରାଜ୍ୟରେ ଦୋକାନ ବଜାରରେ କଟକଣା କୋହଳ କରାଯାଇଥିଲା ମଧ୍ୟ ମଦ ଦୋକାନ ଉପରେ କଟକଣା ଜାରି ରହିଛି।

ସୂଚନାନୁଯାୟୀ , ମଦ ଦୋକାନ ଖୋଲିବାକୁ ଥିବା ଏହି ଦଶ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ହେଲେ ଦିଲ୍ଲୀ, ତେଲେଙ୍ଗାନା, ଗୋଆ, ହରିୟାଣା,ପଞ୍ଜାବ, ରାଜସ୍ଥାନ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ,ତାମିଲନାଡୁ ଓ କର୍ଣ୍ଣାଟକ। ତେବେ କେତେକ ରାଜ୍ୟରେ ମଦ ଦୋକନା ଖୋଲିବା ପରେ କଟକଣା ରହିଛି। ସରକାର ଗାଇଡ୍‌ଲାଇନ୍‌ ଅନୁସାରେ ମଦ ଦୋକାନ ଖୋଲିପାରିବେ।