ରାଜାମୌଲିଙ୍କୁ ଅନ୍‌ଫଲୋ କଲେ ଆଲିଆ

ଆର୍ ଆର୍‌ ଆର୍‌ ନିର୍ଦ୍ଦେଶକ ରାଜାମୌଲିଙ୍କ ଉପରେ ଖପ୍ପା ହେଇଗଲେ ଆଲିଆ।

0

(ମୁମ୍ବାଇ) : ଆର୍ ଆର୍‌ ଆର୍‌ ନିର୍ଦ୍ଦେଶକ ରାଜାମୌଲିଙ୍କ ଉପରେ ଖପ୍ପା ହେଇଗଲେ ଆଲିଆ। ଏପରିକି ଏବେ ଆଲିଆ ଏବେ ତାଙ୍କ ଇନଷ୍ଟାଗ୍ରାମରେ ରାଜାମୌଲିଙ୍କୁ ଅନ୍‌ଫଲୋ ମଧ୍ୟ କରିଦେଇଛନ୍ତି।

ସୂଚନାନୁଯାୟୀ , ଆଲିଆ ଭଟ୍ଟ ନିର୍ଦ୍ଦେଶକ ରାଜାମୌଲିଙ୍କ ଉପରେ ରାଗିଛନ୍ତି। ଆର୍‌ଆର୍‌ଆର୍‌ର ଫାଇନାଲ କଟ୍‌ରେ ତାଙ୍କୁ ମିଳିଥିବା କମ୍‌ ସ୍କ୍ରିନ୍‌ ସ୍ପେସ୍‌କୁ ନେଇ ସେ ଖୁସି ନାହାନ୍ତି। ଏଥିପାଇଁ ସେ ଫିଲ୍ମ ସହ ଜଡିତ ସମସ୍ତ ପୋଷ୍ଟକୁ ଇନ୍‌ଷ୍ଟାଗ୍ରାମରୁ ଡିଲିଟ କରିଦେଇଥିବା ନେଇ ଚର୍ଚ୍ଚା ହେଉଛି।