ଓଡିଶା ପର୍ଯ୍ୟଟନ

ସୋମବାର ଠାରୁ ଗଞ୍ଜାମ ଜିଲ୍ଲା ରେ ଖୋଲିବ ସମସ୍ତ ମନ୍ଦିର

ବ୍ରହ୍ମପୁର : ଜାନୁଆରୀ ୪ ତାରିଖ ରେ ଗଞ୍ଜାମ ଜିଲ୍ଲା ରେ ସମସ୍ତ ମନ୍ଦିର ଖୋଲିବ ନେଇ ସୂଚନା ଦେଲେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ତେବେ ଆସନ୍ତାକାଲି ଠାରୁ ଗଞ୍ଜାମ ର ପ୍ରସିଦ୍ଧ ଶକ୍ତିପୀଠ ମା ତାରାତାରିଣୀ ଙ୍କ ମନ୍ଦିର । କରୋନା କଟକଣା କୁ ମାନି ମନ୍ଦିର କୁ ଯିବା ପାଇଁର୍ ଭକ୍ତ ଙ୍କୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ । ଦୀର୍ଘ ୧୦ ମାସ ପରେ ମା ତାରାତାରିଣୀ ଙ୍କୁ ଦର୍ଶନ କରିବେ ଭକ୍ତ । ଅନ୍ୟପଟେ କରୋନା କଟକଣା ନିୟମ କୁ ମାନି ଭକ୍ତ ମାନଙ୍କୁ ମନ୍ଦିର ଭିତର କୁ ପ୍ରବେଶ କରିବାକୁ ଦିଆଯିବ ବୋଲି ପଦକ୍ଷେପ ଗ୍ରହଣ କରୁୁଛନ୍ତି ମନ୍ଦିର କର୍ତ୍ତୁପକ୍ଷ ।

Edit by Sushree Biswajeeta

 

 

 

 

Related posts

ଡେଙ୍ଗୁ ନିରାକରଣ ବୈଠକ

Report

ପୁଣି ଅଲୋଡା ହେଲା ଶିଶୁ କନ୍ୟା

Report

ଲୋକାୟୁକ୍ତଙ୍କ ନିକଟରେ ହାଜର ହେମନ୍ତ ଶର୍ମା

Report

Leave a Comment