ପଦ୍ମପୁର ଉପନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ; ତର୍ଜମା କଲେ ସିଇଓ

0

ପଦ୍ମପୁର: ନିକଟରେ ହେବାକୁ ଯାଉଛି ପଦ୍ମପୁର ଉପନିର୍ବାଚନ । ଉପନିର୍ବାଚନକୁ ଛଅ ଦିନ ରହିଥିବା ବେଳେ ପଦ୍ମପୁରରେ ନର୍ବାଚନ ଆଚରଣ ବିଧି ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଛି । ତେବେ ଏ ନେଇ ତର୍ଜମା ଅରମ୍ଭ କରିଛନ୍ତି ସିଇଓ । ପଦ୍ମପୁର ଉପନିର୍ବାଚନ ପାଇଁ କିପରି ଚାଲିଛି ଏ ନେଇ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଏହା ସହ ଆଇନଶୃଙ୍ଖଳା ପରିସ୍ଥିତି ନେଇ ତର୍ଜମା କରିଛନ୍ତି ।

ସୂଚନାମୁତାବକ, ଡିସେମ୍ବର ୫ ତାରିଖରେ ପଦ୍ମପୁରରେ ହେବାକୁ ଯାଉଛି ଉପନିର୍ବାଚନ । ତେବେ ଏ ନେଇ ପଦ୍ମପୁରରେ ରାଜନୈତିକ ଦଳଗୁଡିକ ପ୍ରଚାରକୁ ଜୋରଦାର କରିଛନ୍ତି ।