ଭାରତ ପାଇଁ ଯାତ୍ରା ନିୟମକୁ ପରିବର୍ତ୍ତନ କଲା ଆମେରିକା

ସିଡିସି ସୋମବାର ଭାରତ ଲାଗି ନିଜର କୋଭିଡ-୧୯ ଯାତ୍ରା ନିୟମକୁ ପରିବର୍ତ୍ତନ କରିଛି ।

0

(ଦିଲ୍ଲୀ) : ସିଡିସି ସୋମବାର ଭାରତ ଲାଗି ନିଜର କୋଭିଡ-୧୯ ଯାତ୍ରା ନିୟମକୁ ପରିବର୍ତ୍ତନ କରିଛି । ଯଦି ଆପଣ ଏଫଡିଏ ଦ୍ବାରା ଅଧିକୃତ ଟିକାରୁ ସମ୍ପୂର୍ଣ୍ଣ ଭାବେ ଟିକାକରଣ କରିଥିବେ ତ ଆପଣ କୋଭିଡ-୧୯ରେ ଗ୍ରସ୍ତ ହେବା ଏବଂ ଗମ୍ଭୀର ଲକ୍ଷଣ ବିକଶିତ ହେବାର ଆଶଙ୍କା କମ୍ ହୋଇପାରେ।

ସୂଚନାନୁଯାୟୀ , ‘କୌଣସି ପ୍ରକାର ଅନ୍ତରାଷ୍ଟ୍ରୀୟ ଯାତ୍ରାର ଯୋଜନା କରିବା ପୂର୍ବରୁ ଦୟାକରି ଟିକାକରଣ ଏବଂ ବିନା ଟିକାକରଣ ଯାତ୍ରୀମାନଙ୍କ ଲାଗି ସିଡିସିର ସୁପାରିଶକୁ ରିଭ୍ୟୁ କରିନିଅନ୍ତୁ । ଭାରତର ଯାତ୍ରୀମାନଙ୍କ ଲାଗି ମହତ୍ବପୂର୍ଣ୍ଣ ସୂଚନା ଦେବାକୁ ଯାଇ ସିଡିସି କହିଛି କି, ‘ ସୁନିଶ୍ଚିତ କରି ନିଅନ୍ତୁ କି ଯାତ୍ରା କରିବା ପୂର୍ବରୁ ଟିକା ଲଗାଇଛନ୍ତି ଏବଂ ନିଜର କରୋନା ଟିକା ଅପଟୁଡେଟ ଅଛି ।’