ସାମ୍ନାକୁ ଆସିଲେ ‘ଷ୍ଟାଇଲିସ୍ ବନ୍ଦା

ଅମିତାଭ ବଚ୍ଚନ ସବୁବେଳେ ନିଜର ନିଆରା ଅନ୍ଦାଜ ପାଇଁ ସୋସିଆଲ ମିଡିଆରେ ବେଶ ଚର୍ଚାରେ ରହିଆସିଛନ୍ତି । ବର୍ତ୍ତମାନ ଇନଷ୍ଟାଗ୍ରାମରେ ବିଗ୍ ବି ନିଜର ଲାଟେଷ୍ଟ ଫଟୋ ସେୟାର କରିଛନ୍ତି।

0

(ମୁମ୍ବାଇ) : ଅମିତାଭ ବଚ୍ଚନ ସବୁବେଳେ ନିଜର ନିଆରା ଅନ୍ଦାଜ ପାଇଁ ସୋସିଆଲ ମିଡିଆରେ ବେଶ ଚର୍ଚାରେ ରହିଆସିଛନ୍ତି । ବର୍ତ୍ତମାନ ଇନଷ୍ଟାଗ୍ରାମରେ ବିଗ୍ ବି ନିଜର ଲାଟେଷ୍ଟ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ତାଙ୍କର ଏକ ଭିନ୍ନ ସ୍ୱାଗ୍ ଦେଖିବାକୁ ମିଳିଛି। ଅମିତାଭଙ୍କ ଏହି ଫଟୋ ଦେଖିବା ପରେ ପୂର୍ବତନ ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲି ଲେଖିଛନ୍ତି, ‘ବସ୍ ବାହାରକୁ ଆସିଗଲେ … ବୟସ ତାଙ୍କ ପାଇଁ କେବଳ ଏକ ସଂଖ୍ୟା।‘ ସୌରଭ ଗାଙ୍ଗୁଲିଙ୍କ କମେଣ୍ଟର ଉତ୍ତରରେ ଜଣେ ପ୍ରଶଂସକ ଲେଖିଛନ୍ତି – ‘ଅବଶ୍ୟ।‘ ସେହିପରି ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି –‘ଷ୍ଟାଇଲିସ୍ ବନ୍ଦା ।’

ସୂଚନାନୁଯାୟୀ , ଅମିତାଭ ଯେଉଁ ଲାଟେଷ୍ଟ ଫଟୋ ସେୟାର କରିଛନ୍ତି, ସେଥିରେ ସେ ଡାର୍କ ପ୍ୟାଣ୍ଟ ସହ ବ୍ଲୁ ହୁଡିରେ ନଜର ଆସିଛନ୍ତି। ସେ ହୁଡିର ପକେଟରେ ଗୋଟିଏ ହାତ ରଖି ବହୁତ ଷ୍ଟାଇଲିସ୍ ପୋଜ୍ ଦେଇଛନ୍ତି। ଫଟୋ ସେୟାର୍ କରି ବିଗ୍ ବି କ୍ୟାପସନରେ ତାଙ୍କ ଜ୍ୟାକେଟରେ ଲେଖାଯାଇଥିବା