ଇସଲାମ୍ ଧର୍ମକୁ ଅପମାନ

0

ଭଦ୍ରକ-ସେକ୍ ଫଇଜାନୀ କାଦରୀ :ଇସଲାମ ଧର୍ମଗୁରୁ ପ୍ରଫେଟ ମୋହମ୍ମଦ ଓ ମୁସଲମାନ ସମ୍ପାଦୟ କୁ ଅପମାନ କରିଥିବା ଜୟ ପ୍ରକାଶ ଇସଲାମ ଧର୍ମଗୁରୁ ପ୍ରଫେଟ ମୋହମ୍ମଦ ଓ ମୁସଲମାନ ସମ୍ପାଦୟ କୁ ଅପମାନ କରିଥିବା ଜୟ ପ୍ରକାଶ ନା ରେ ପୁରୁଣା ବଜାର ର ଥାନାରେ ଭଦ୍ରକ ପୁରୁଣା ବଜାର ବାସୀଙ୍କ ତରଫରୁ ଏକ ଏତଲା ଦିଆଯାଇଛି । ସୂଚନା ଅନୁଯାଇ ଇସଲାମ ଧର୍ମ ଗୁରୁ ପ୍ରଫେଟ ମୋହମ୍ମଦ ଓ ମୁସଲିମ ସମ୍ପାଦୟ ବିରୋଧ ରେ ସାମାଜିକ ଗଣ ମାଧ୍ୟ୍ୟମ ଉତେଜନା ଦେଖାଦେଇଛି ।

ଏଭଳି ମନ୍ତବ୍ୟକୁ ଭଦ୍ରକ ପୁରୁଣା ବଜାର ମୁସଲମାନ ଭାଇ ମାନେ ଘୋର ନିନ୍ଦାସହ ଅଭିଯୁକ୍ତ ଉପରେ କଡ଼ା କାର୍ୟ୍ୟାନୁଷ୍ଠାନ କରାଯାଉ ବୋଲି ଭଦ୍ରକ ପୁରୁଣା ବଜାର ବାସୀଙ୍କ ତରଫରୁ ଦାବୀ କରାଯାଇଛି । ଜଦି ତାକୁ ଆରେଷ୍ଟ ନ କରାଯାଏ ତେବେ ତୀବ୍ର ଆନ୍ଦୋଳନ ହେବ ଓ ରାଜ ରାସ୍ତାକୁ ଉଲ୍ଲାହେଇବେ ବୋଲି ଚେତାବନି ଦେଇଛିନ୍ତି ।