ଉପଦେଷ୍ଟା ନିଯୁକ୍ତି ପାଇଲେ ଅନୁଭବ

0

ବ୍ୟୁରୋ:ଆଜି ଇଲେକ୍ଟ୍ରୋନିକ୍ ଓ ଇନଫରମେସନ ଟେକ୍ନୋଲଜି ବିଭାଗର ନୂତନ ଉପଦେଷ୍ଟା ନିଯୁକ୍ତି ଦିଆଯାଇଛି । ନୂତନ ଉପଦେଷ୍ଟା ଭାବେ ଶ୍ରୀ ଅନୁଭବ ପଟ୍ଟନାୟକଙ୍କୁ ନିଯୁକ୍ତି ଦିଆଯାଇଛି । ବିଭାଗର ସଚିବ ଶ୍ରୀ ମନୋ ମିଶ୍ରଙ୍କ ଉପସ୍ଥିତିରେ ଏହି ଦାୟିତ୍ୱ ଦିଆଯାଇଛି । ଏହି ଅବସରରେ ଓସିଏସିର ସିଇଓ  ମନୋଜ ପଟ୍ଟନାୟକ ଏବଂ ଓସିଏସିର ଜିଏମ୍ , ମଧୁମିତା ରଥ ସହ ପ୍ରଶାସନିକ ଅଧିକାରୀ ପ୍ରବୋଧ ରାଉତ ଉପସ୍ଥିତ ଥିଲେ ।