ଭୁବନେଶ୍ୱର : ଗୀତ ଚୋରି କରି ଗିରଫ | ସିଙ୍ଗର ଏବଂ ରାଇଟର ରଞ୍ଜନ ଗାହାଣ ଙ୍କ ସାଉଣ୍ଡ ରେକୋଡ଼ିଂ ଗୀତ ଚୋରି କରି ପବିତ୍ର ଏଣ୍ଟରଟେନମେଣ୍ଟର ମାଲିକ ପବିତ୍ର ନାୟକ ଗିରଫ | ପବିତ୍ରଙ୍କୁ ଗିରଫ କଲା ବଡ଼ଗଡ଼ ଥାନା ପୋଲିସ | ଗୀତ ଚୋରି କରି ବିଭିନ୍ନ ସଂସ୍ଥା କୁ ବିକି କୋଟି କୋଟି ଟଙ୍କା ରୋଜଗାର କରୁଥିଲେ ପବିତ୍ର |