ଚଳନ୍ତା କାରରେ ଯୁବତୀଙ୍କୁ ଦୁଷ୍କର୍ମ

0

ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ। ଚଳନ୍ତା କାରରେ ଯୁବତୀଙ୍କୁ ଦୁଷ୍କର୍ମ। ପ୍ରେସ୍ କଲୋନୀରେ ଗାଡ଼ି ଲଗେଇ କଲେ ଦୁଷ୍କର୍ମ। ଯୁବତୀ ଜଣକ ହୋଟେଲ ମ୍ୟାନେଜମେଣ୍ଟ ଛାତ୍ରୀ। ସ୍ଥାନୀୟ ଏକ ରେଷ୍ଟୁରାଣ୍ଟ ରେ କାମ ସାରି ଫେରୁଥିବା ବେଳେ ବଳ ପୂର୍ବକ ହେଲେ ଦୁଷ୍କର୍ମର ଶିକାର। ମାମଲାରେ ଅଭିଯୁକ୍ତ ସତ୍ୟ ନାରାୟଣ ସାହୁଙ୍କୁ ଗିରଫ କରିଛି ମୈତ୍ରୀ ବିହାର ଥାନା ପୁଲିସ।