ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କ ଅଭିଯୋଗକୁ ଖଣ୍ଡନ କଲେ କଂଗେସ ବିଧାୟକ ପ୍ରଫୁଲ୍ଲ ମାଝୀ

0

( ରିପୋର୍ଟସ ଟୁଡ଼େ ): ମୁଖ୍ୟମନ୍ତ୍ରୀ ଏବଂ ତୃତୀୟ ମହଲା ସହିତ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସୁସମ୍ପର୍କ ରହିଥିବା ନେଇ ଅଭିଯୋଗ ଆଣିଥିବା ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ସଗରିଆ କଂଗ୍ରେସ ଦଳ ଭିତରେ ରହି ଯେଉଁ ଅଭିଯୋଗ କରିଛନ୍ତିତାହା ଠିକ୍ ନୁହେଁ । ଏହା ଉପରେ ଅନୁଧ୍ୟାନ କରାଯିବ । ଅନୁଧ୍ୟାନ ପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଂଗ୍ରେସ ବିଧାୟକପ୍ରଫୁଲ ମାଝୀ କହିଛନ୍ତି